ରିପୋର୍ଟ କାର୍ଡ / କଟକ
ନକଲି ଔଷଧ କାରବାର ମାମଲାରେ କଟକ କମିସନରେଟ ପୋଲିସ କୁ ସଫଳତା। ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀ ଙ୍କୁ କମିସନରେଟ ପୋଲିସ ଟିମ ଚିହ୍ନଟ କରିଛି । ଏନେଇ ଆଜି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ଉତ୍ପାଦନ କେଉଁଠାରେ ହୋଇଥଲା ତାର ଯାଞ୍ଚ କରୁଛି ପୋଲିସ । ଆମ ଅଫିସର ସେଠାରେ ଅଛନ୍ତି। ଏବେ ମଧ୍ୟ ତଦନ୍ତ ଜାରି ରହିଛି। ଗୟା ପୋଲିସ ସହ ମିଶି ବିଭିନ୍ନ ସ୍ଥାନରେ ରେଡ କରାଯିବା ସହ ପଚରାଉଚରା କରାଯାଉଛି। ଏହି ଘଟଣାରେ ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି। ଯେଉଁଠାରୁ ମେଡିସିନ ଆସିଥିଲା ସେଠାରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛି ପୋଲିସ ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……
ମା’କୁ ଜାଳିଦେଲେ ପୁଅ…..