ରିପୋର୍ଟ କାର୍ଡ / କଟକ
ହାଇସିକ୍ୟୁରିଟି ରେଜିଷ୍ଟ୍ରାର ନମ୍ବର ପ୍ଲେଟ୍ କୁ ନେଇ ସମସ୍ୟାରେ ଦେଖା ଦେଇଛି । ଗୋଟିଏପଟେ ନମ୍ବର ପ୍ଲେଟ୍ ଲାଗି ନଥିଲେ ଅଥବା ଧାର୍ଯ୍ୟ ସମୟ ଭିତରେ ରେଜିଷ୍ଟ୍ରେସନ୍ ହୋଇ ନଥିଲେ ଜରିମାନା ଲାଗିବାନେଇ କୁହାଯାଇଛି | କିନ୍ତୁ ଅନ୍ୟପଟେ ସ୍ଲଟ୍ ବୁକିଂ ଶେଷ ହୋଇଯାଇଛି। ଏବେ ଦୁଇଚକିଆ ଗାଡ଼ି ପାଇଁ ଆଉ ସ୍ଲଟ୍ ମିଳୁ ନଥିବା ଅଭିଯୋଗ ହେଉଛି |
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି…..