ରିପୋର୍ଟ କାର୍ଡ / କଟକ
ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ କୁ ତଡିପାର୍ ନୋଟିସ୍ । ସକିଲ ସମେତ ଆଉ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର ପାଇଁ ଜାରି ହୋଇଛି ନୋଟିସ୍ । ସକିଲକୁ ନୋଟିସ୍ ଜାରି କରିଛି ମଙ୍ଗଳାବାଗ୍ ପୋଲିସ । ନିକଟରେ ଜେଲରୁ ଜାମିନରେ ମୁକୁଳିଥିଲା ଗ୍ୟାଙ୍ଗଷ୍ଟର ସକିଲ । ଅନ୍ୟ ଦୁଇ ଅପରାଧୀ ମିଲନ ଲେଙ୍କାକୁ ମାଲଗୋଦାମ ଥାନା ପୋଲିସ ଏବଂ ଡାନି ଓରଫ ଶଶୀକାନ୍ତ ଖଣ୍ଡେଇକୁ ଲାଲବାଗ ଥାନା ପକ୍ଷରୁ ନୋଟିସ୍ ଜାରି ହୋଇଛି । ତେବେ ଏ ସମସ୍ତ ଅଭିଯୁକ୍ତଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡିଛି |






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….