ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନି ଲଣ୍ଡରିଙ୍ଗ୍ ମାମଲାରେଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମିଳିଛି । ଆଜି ମୁମ୍ବାଇସ୍ଥିତ ସ୍ବତନ୍ତ୍ର ଅଦାଲତ ଶ୍ରୀ ରାଉତଙ୍କୁ ଜାମିନ ମଞ୍ଜୁର କରିଛନ୍ତି। କିଛି ମାସ ପୂର୍ବେ ୧.୦୩୪ କୋଟି ଟଙ୍କାର ପତ୍ରା ଚଅଲ୍ ଜମି ଦୁର୍ନୀତି ମାମଲାରେ ୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଜେରା କରିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଜାମିନ ବଦଳରେ ଅଦାଲତ ଉଭୟଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଁଏ ବେଲ୍ ବଣ୍ଡ୍’ କରିଛନ୍ତି।






More Stories
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..
ନେପାଳ ବନ୍ୟା;ହେବ ଡିଏନଏ ପରୀକ୍ଷା…..
ରନୱେରେ ଫାଟିଲା ବିମାନର ଟାୟାର…..