ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୋର୍ଦ୍ଧାରୁ ବପୁଳ ପରିମାଣର ବ୍ରାଉନ୍ସୁଗାର ଜବତ ହୋଇଛି । ଏସଟିଏଫ୍ ପକ୍ଷରୁ ଖୋର୍ଦ୍ଧାରେ ଚଢ଼ାଉ କରାଯାଇ ୨ କେଜି ବ୍ରାଉନ୍ସୁଗାର ଜବତ କରି ୨ଜଣଙ୍କୁ ଅଟକ ରଖିଛି । ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କ ନାଁରେ ହତ୍ୟା ମାମଲା ରହିଥିବା ସୂଚନା ମିଳିଛି । ଉଭୟ ୨ ଅଭିଯୁକ୍ତଙ୍କୁ ଧଳାଜହର କାରବାର ନେଇ ପଚରାଉଚରା କରୁଛି ଏସଟିଏଫ୍ ଟିମ୍ ।
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..