ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦ୍ମପୁର ଉପନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ପାର୍ଥୀ ଚୟନ ଜୋରଧରିଛି । ଆଜି ବିଜେପି ପାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ମଧ୍ୟ ପାର୍ଥୀ ଚୟନ କରିଥିବା ଖବର ସାମ୍ନାକୁ ଆସିଛି | ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଘୋଷଣା କରିଛି | କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହେବ ନେଇ ସୂଚନା ମିଳିଛି । କାରଣ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ଏନେଇ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି କଂଗ୍ରେସ ପଦ୍ମପୁରରେ ନିଶ୍ଚୟ ଜୟଯୁକ୍ତ ହେବ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..