ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ରରେ ଷଷ୍ଠ ଦିନରେ ପହଞ୍ଚିଛି । ମହାରାଷ୍ଟ୍ରରେ କଂଗ୍ରେସହ କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କାଲାମନରୀ ,ହିଙ୍ଗୋଲୀ ଅତିକ୍ରମ କରିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା | ଶୁକ୍ରବାର ଆଦିତ୍ୟ ଠାକରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ | ଦେଶରେ ଲୋକଙ୍କୁ ଯୋଡିବାକୁ ଉଦ୍ୟମ କରୁଥିବା ଭାରତ ଯୋଡୋ ଯାତ୍ରା ଆଜିକୁ ୬୬ ଦିନରେ ପହଞ୍ଚିଛି | ରାହୁଲ ଗାନ୍ଧି ପୁରା ଭାରତରେ ମୋଟ ୩ହଜାର ୫୦୦ କିଲୋମିଟର ଯାତ୍ରା କରିବେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….