ରିପୋର୍ଟ କାର୍ଡ / ଭୁବନେଶ୍ୱର
ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ | କିଭଳି ବିଧାନସଭା ଶୀତକାଳୀନ ଅଧିବେଶନ ସୁପରିଚାଳନା ସେ ନେଇ ଆଜି ଵାଚସ୍ପତିଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ଯାଏ ଚାଲିବ ଅଧିବେଶନ | କିଭଳି ଅଧିବେଶନ ସୁରୁଖୁରରେ ଶେଷ କରିବାକୁ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିବେ l ତେବେ ଏଥର ଅଧିବେଶନ କୋଭିଡ କଟକଣା ଭିତରେ ଚାଲିବ ନା ସ୍ୱାଭାବିକ ଭାବେ ବିଧାନସଭା ବସିବ ସେ ନେଇ ନିଷ୍ପତ୍ତି ହେବ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..