ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନୋଜ କୁମାର ସାହୁ ହେଲେ ଦେଶର ଡେପୁଟି ନିର୍ବାଚନ କମିସନର । ପ୍ରଥମ ଓଡିଆ ଭାବେ ଏହି ପଦବୀରେ ସେ ବସିବାକୁ ଯାଉଛନ୍ତି । । ଆସନ୍ତା ସପ୍ତାହରେ ଆଇଏଏସ ମନୋଜ ସାହୁ ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିବୋ ଏହି ଯୁବ ଆଇଏଏସଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୃଷ୍ଣପ୍ରସାଦପୁର ପଞ୍ଚାୟତରେ । ୨୦୦୬ରେ ମନୋଜ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଆଇଏଏସ ମନୋଜ ସାହୁ ଏବେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ଯୁଗ୍ମ ସଚିବ ରହିଛନ୍ତି ।






More Stories
ଚାଷୀଙ୍କୁ ବିବାହ କଲେ ମିଳିବ ଭତ୍ତା !…..
ଶିମିଳିପାଳରେ ହେବ ହେଲିପ୍ୟାଡ୍…..
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..