Report Card Odisha

| Daily Odia News

ଆଜି ରାଜ୍ୟ କ୍ୟାବିନେଟ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ  । ସୂଚନା ଅନୁସାରେ ଆଜି ସଂଧ୍ୟା ୭ଟା ୧୫ ମିନିଟ୍‌ରେ ଏହି କ୍ୟାବିନେଟ୍‌ ବୈଠକ ବସିବ । ଏହି ବୈଠକରେ କେଉଁ ସବୁ ପ୍ରସ୍ତାବ ଉପରେ ମୋହର ବାଜିବ । ସେନେଇ କିଛି ସୂଚନା ମିଳିନାହିଁ ।

Breaking News