ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ। ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଯୋଜନା କରିଛି। ଏହି ମାମଲାରେ ଇଡି ୧୫ ଜଣଙ୍କୁ ନୋଟିସ କରିଥିଲା | ସେମାଙ୍କ ମଧ୍ୟରୁ ୯ଜଣଙ୍କୁ ଇଡି ଜେରା କରିସାରିଛି | ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା,ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ସୁଦ୍ଧାଞ୍ଜଳି ବେହେରା, ବ୍ୟବସାୟୀ ଅମିୟକାନ୍ତ ଦାଶ, ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି ଓ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ସମେତ ୯ଜଣଙ୍କୁ ଜେରା କରିସାରିଲାଣି ଇଡି। ଏମାନଙ୍କ ଠାରୁ ମିଳିଥିବା ତଥ୍ୟ କୁ ଆଧାର କରି ଇଡି ଅର୍ଚ୍ଚନାକୁ ଜେରକରିବ ବୋଲି ଜଣାପଡୁଛି |






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….