ରିପୋର୍ଟ କାର୍ଡ / ପଦ୍ମପୁର
ପଦ୍ମପୁର ନିର୍ବାଚନରେ ୨୩ ରାଉଣ୍ଡ ଗଣତି ରୁ ୭ମ ରାଉଣ୍ଡ ଶେଷ ହୋଇଯାଇଛି । ୭ମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୩୭୬୫୧ ଖଣ୍ଡ ଭୋଟ୍ ପାଇ ଆଗରେ ରହିଛନ୍ତି | ମଉଳୁଛି ବିଜେପିର ବିଜୟୀ ହେବ ଆଶା | ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨୫୧୦୩ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଙ୍କୁ ୧୧୩୧ ଭୋଟ ମିଳିଛି |






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..