ରିପୋର୍ଟ କାର୍ଡ / ପଦ୍ମପୁର
ପଦ୍ମପୁର ନିର୍ବାଚନରେ ବିଜେଡିର ଦମଦାର ବିଜୟ ହୋଇଛି | ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି | ନିଜ ବାପାଙ୍କ ରେକର୍ଡ କୁ ବି ଅତିକ୍ରମ କରିଛନ୍ତି | ବର୍ଷା ସିଂ ବରିହା ୧,୧୯,୫୧୨ ଭୋଟ ପାଇ ବିଜୟୀ ହୋଇଛନ୍ତି | ବିଜେପି ନେତା ପ୍ରଦୀପ ପୁରୋହିତଙ୍କୁ ୭୭୪୭ ଭୋଟରେ ନିରାଶ ହେବାକୁ ପଡିଛି | ୪୨ ହଜାର ୧୦୬ ଭୋଟ ବ୍ୟବଧାନରେ ବର୍ଷା ସିଂ ବରିହା ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। | ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଙ୍କୁ ୩୫୪୮ ଭୋଟ ମିଳିଛି |






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..