ରିପୋର୍ଟ କାର୍ଡ / ଭୁବନେଶ୍ୱର
୧୦୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ମା ହୀରାବେନ ଙ୍କର ପରଲୋକ ହୋଇଛି | ବହୁ ବିଶିଷ୍ଟ ବ୍ୟକ୍ତିଶୋକ ବ୍ୟକ୍ତ କରିଛନ୍ତି | ଟ୍ଵିଟକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି | ହୀରାବେନ ଙ୍କ ବିୟୋଗରେ ମୁଁ ଦୁଖୀତଃ | ପ୍ରଧାନମନ୍ତ୍ରୀ ଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି | ଏଭଳି ସ୍ଥିତିରେ ତାଙ୍କ ପରିବାରକୁ ଭଗବାନ ଧର୍ଯ୍ୟ ଓ ସାହସ ଦିଅନ୍ତୁ ଏହାହିଁ ଭଗବାଙ୍କ ପାଖରେ ମୋର କାମନା | ଓମ ଶାନ୍ତି |






More Stories
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..
ଆଜି ହେଉଛି ପଣା ସଂକ୍ରାନ୍ତି,ଓଡ଼ିଆ ନବବର୍ଷ……
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….