ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଆ ଆସୁଥିବା ବିନାନରେ ବୋମା ଆତଙ୍କ ଦେଖା ଦେଇଛି | ଗୋଆ ଆସୁଥିବା ବିନାନରେ ବୋମା ଆତଙ୍କ ଦେଖା ଦେଇଛି | ଏହି ବିମାନଟିରେ ୨୩୮ ଯାତ୍ରୀ ଥିବା ବେଳେ ୭ ଜଣ କ୍ରିଉ ମେମ୍ବର ରହିଥିଲେ | ଏହି ସମୟରେ ବିମାନକୁ ନେଇ ସୁରକ୍ଷା ଆଲର୍ଜ ଜାରି କରାଯାଇଛି । ବିମାନଟି ରୁଷର ପେରମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ବିମାନକୁ ନେଇ ସୁରକ୍ଷା ଆଲର୍ଜ ଜାରି କରାଯାଇଛି । ଏହାପରେ ବିମାନକୁ ସଙ୍ଗେସଙ୍ଗେ ଉଜବେକିସ୍ତାନ ଆଡ଼କୁ ଡାଇଭର୍ଟ କରାଯାଇଥିବା ଜଣାପଡ଼ିଛି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….