ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ଛାଡିଲେ ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ | ଆଜି ସାମ୍ବାଦିକ ସମ୍ମିଳନୀ କରି ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଜେପି ଛାଡିଥିବା ନେଇ ଘୋଷଣା କରିଛନ୍ତି |
ନିକଟରେ ବିଆରଏସ ମୁଖ୍ୟ କେସି ଆର ଙ୍କୁ ଭେଟିଥିଲେ ବାପପୁଅ | ବିଆରଏସ ରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି | ବିଜେପି ରଷ୍ଟ୍ରୀୟ ଅଧକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।






More Stories
ଝଡବର୍ଷା ସମ୍ଭାବନା: ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି…..
ମୋହନ ସରକାରକୁ ପୂରିଲା ୨ ବର୍ଷ: ରିପୋର୍ଟ ଉପସ୍ଥାପନ କରିବେ…..
ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ…..