ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଆୟକର ରିହାତି ୭ ଲକ୍ଷ ଯାଏଁ ବୃଦ୍ଧି କରାଯାଇଛି । ଆୟକର ଛାଡ ସୀମା ଅଢ଼େଇ ଲକ୍ଷରର ବଢ଼ି ୩ ଲକ୍ଷ ହୋଇଛି । ବାର୍ଷିକ ଆୟ ୩ ଲକ୍ଷ ଯାଏଁ ଆୟ କରୁଥିଲେ ଆୟକର ଦେବାକୁ ପଡିବ ନାହିଁ । ସେହିପରି ୩ ରୁ ୬ ଲକ୍ଷ ଯାଏଁ ଆୟ ଉପରେ ୫ପ୍ରତିଶତ ଟିକସ ଲାଗୁ ହେବ । ୬ ରୁ ୯ ଲକ୍ଷ ଯାଏଁ ୧୦ ପ୍ରତିଶତ ଆୟକର ଲାଗୁ ହେବ । ୯ ରୁ ୧୨ ଲକ୍ଷ ଯାଲଁ ୧୨ ପ୍ରତିଶତ ଆୟକର ଆଦାୟ ହେବ ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..