ରିପୋର୍ଟ କାର୍ଡ / ସମ୍ବଲପୁର
ଭିଜିଲାନ୍ସ ଜାଲରେ କୁଚିଣ୍ଡା ସର୍କଲ ଗୋଛାରା ରାଜସ୍ୱ ନିରୀକ୍ଷକ ସତ୍ୟନାରାୟଣ କଉଡି | ପାଞ୍ଚ ହଜାର ଟଙ୍କା ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ଏହାପରେ ରାଜସ୍ୱ ନିରୀକ୍ଷକଙ୍କ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି | ଖବର ଅନୁଯାୟୀ, ରାଜସ୍ୱ ନିରୀକ୍ଷକ ସତ୍ୟନାରାୟଣ କଉଡି ମ୍ୟୁଟେସନ୍ ରିପୋର୍ଟ ପ୍ରଦାନ ଲାଗି ଲାଞ୍ଚ ନେଉଥିଲେ । କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ସମ୍ବଲପୁରର ଭିଜିଲାନ୍ସ ଟିମ୍ ।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..
ନୂଆପଡାରେ ହୀରା ଖଣି…..