ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫେସବୁକ୍, ଟ୍ୱିଟର, ଆମାଜନ ସମେତ ବଡ ବଡ କମ୍ପାନୀ କର୍ମଚାରୀ ମାନଙ୍କୁ ଚାକିରିରୁ ବାହାର କରିଦେଉଛନ୍ତି । ଏହା ବ୍ୟତୀତ ଗୁଗୁଲ ମଧ୍ୟ ଏହି ଛଟେଇରେ ସାମିଲ ହୋଇଛି । ବର୍ତ୍ତମାନ ପୁଣିଥରେ କମ୍ପାନୀ ଭାରତୀୟ ମାନଙ୍କୁ ବଡ଼ ପଦକ୍ଷେପରେ ଛଟେଇ କରିଛି । କୁହାଯାଉଛି ଯେ, ଗୁଗୁଲ ଭାରତରେ ୪୫୩ କର୍ମଚାରୀଙ୍କୁ ଗୁଗୁଲ ଚାକିରିରୁ ବାହାର କରିଛି । ସୂଚନା ଅନୁସାରେ, ବହୁ କିଛି କାରଣ ପାଇଁ ଗୁଗୁଲ ଏହି ଛଟେଇର ନିଷ୍ପତ୍ତି ନେଇଛି ଏବଂ ସୁନ୍ଦର ପିଚାଇ ଏହିସବୁ ନିଷ୍ପତ୍ତିର ଦାୟିତ୍ୱ ଗ୍ରହଣ କରିଛନ୍ତି ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..