ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆର୍ଏସ୍ ନେତା କେ.କବିତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ। ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ରାମଚନ୍ଦ୍ର ପିଲ୍ଲାଇଙ୍କ ସାମ୍ନାରେ ବସାଇ ପଚରାଉଚରା କରିବ ଇଡି।ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୯ ତାରିଖରେ କେ.କବିତାଙ୍କୁ ହାଜର ହେବାକୁ ସମନ କରିଥିଲା। କିନ୍ତୁ ସେ ଏଥିପାଇଁ ମାର୍ଚ୍ଚ ୧୬ ଯାଏଁ ସମୟ ମାଗିଥିଲେ। ହେଲେ ଆଜି ତଥା ମାର୍ଚ୍ଚ ୧୧ରେ ତାଙ୍କୁ ହାଜର ହେବାକୁ ସମୟ ଦେଇଥିଲା ଇଡି।






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..