ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅବକାରୀ ନୀତି ସମେତ ଅନ୍ୟ କେତେକ ମାମଲାରେ ଜଡିତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଜେଲକୁ ପଠାଇଛନ୍ତି | ଏବେ ସେ ଜେଲରେ ଥିବା ବେଳେ ଆଜି ରୋଜ ଆଭିନିଉ କୋର୍ଟ ଏକ ଅର୍ଥ ଠକେଇ ମାମଲାରେ ତାଙ୍କୁ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଜେଲ ପଠାଇଥିବା ଜଣାପଡିଛି | ପୂର୍ବରୁ ଦିଆଯାଇଥିବା ହାଜତ ମିଆଦ ଆଜି ଶେଷ ହେଉଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କୁ କୋର୍ଟରେ ହାଜର କରାଇଥିଲା। ଇଡି ଆଜି ନିଜ ହେପାଜତକୁ ନେବା ପାଇଁ ଆବେଦନ କରିନଥିଲା ତେଣୁ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..