Report Card Odisha

| Daily Odia News

ଆମ ମୁଣ୍ଡରେ ଅଠା ବୋଳାଯାଇଛି:ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଡାକ୍ତରୀ ଚିକିତ୍ସା ପାଇଁ ହସ୍ପିଟାଲ୍ ଆସିଛି ବୋଲି କହିଛନ୍ତି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାର ଏସବୁ ଚକ୍ରାନ୍ତ ବୋଲି କହିଛନ୍ତି । ସେ ଝିଅକୁ ପଇସା ଲୋଭ ଦେଖେଇ ଆମ ବିରୋଧରେ ଏତଲା ଦେଇଛି। ଆମ ମୁଣ୍ଡରେ ଅଠା ବୋଳିଛି । ତା ସହ ଆହୁରି ଅନେକ ଲୋକ ଅଛନ୍ତି। ସେମାନଙ୍କୁ ବାହାର କରନ୍ତୁ। ଆମେ କାହାକୁ ପଇସା ମାଗିନୁ। ସବୁ ମିଛ କଥା। ସମୟ ଆସିଲେ ଆମେ ସବୁ କହିବୁ ବୋଲି ଜଗବନ୍ଧୁ ଚାନ୍ଦ କହିଛନ୍ତି |

Breaking News