ରିପୋର୍ଟ କାର୍ଡ / ଫୁଲବାଣୀ
ସ୍କୁଲ ଟଙ୍କାର ହଡ଼ପ ମାମଲାରେ ୩ ଜଣଙ୍କୁ ଜେଲ ଦଣ୍ଡାଦେଶ ମିଳିଥିବା ସୂଚନା ମିଳିଛି । ୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଖଜୁରିପଡ଼ା ଘାଟିତଳେ ଏନୟୁପିଏସର ତକ୍ରାଳୀନ ଶିକ୍ଷକଙ୍କୁ ଜେଲ ଦଣ୍ଡ ମିଳିଥିବା ସୂଚନା ମିଳିଛି । ତକ୍ରାଳୀନ ପ୍ରଧାନ ଶିକ୍ଷକ କିଶୋର ଦାସ. ସ୍କୁଲ ସଭାପତି ଓ ଟିସିଙ୍କୁ ଜେଲ୍ ଦଣ୍ଡ ମିଳିଛି । ସ୍କୁଲ କୋଠା ନିର୍ମାଣ ଟଙ୍କା ହଡ଼ପ ମାମଲାରେ ଦଣ୍ଡାଦେଶ ମିଳିଛି । ମିଳିଥିବା ସୂଚନା ମୁତାବକ, ୨୦୦୯-୧୦ ଆର୍ଥିକ ବର୍ଷରେ ସର୍ବଶିକ୍ଷା ଅଭିଯାନ ଟଙ୍କା ହଡ଼ପ କରିଥିଲେ । ଏହି ମାମଲାରେ ୮ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରିଥିବା ମାମଲା ହୋଇଥିଲା ।






More Stories
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..