ରିପୋର୍ଟ କାର୍ଡ / ଭୁବନେଶ୍ୱର
ତହସିଲଦାରଙ୍କ ଅଫିସ୍ରୁ ମିଳିଲା ଆର୍ଆଇଙ୍କ ଝୁଲନ୍ତା ମୃତଦେହ ହୋଇଛି। କଟକ ନିଶ୍ଚିନ୍ତକୋଇଲି ତହସିଲ ଅଫିସ୍ର ଉପର ମହଲାରେ ଜଣେ କାର୍ଯ୍ୟରତ ଆର୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ RI ହେଲେ ତରତ ସେକ୍ସନର ସଞ୍ଜୟ ଦାସ। ତହସିଲ ଅଫିସ୍ର ଉପର ମହଲାରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ।






More Stories
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଡିଜିପି ନିଯୁକ୍ତି ମାମଲା;ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି…..
ନୂଆ DGP ଚୟନ ପ୍ରକ୍ରିୟା ମାମଲାର ଆଜି ଶୁଣାଣି……