ରିପୋର୍ଟ କାର୍ଡ / ପୁରୀ
ରଥଯାତ୍ରାରେ ରଥ ଟଣା ସମୟରେ ରଥ ଦୌଡି ଛିଡି ହୋଇଥିବା ଅଘଟଣରେ ଗୁରୁତର ଥିବା ଭୋଇ ସେବକଙ୍କ ଆଜି ମୃତ୍ୟୁ ହୋଇଛି। ଏମସ୍ରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକ ନକୁଳ ଭୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ବାହୁଡ଼ା ଯାତ୍ରା ସମୟରେ ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ବେଳେ ଦଉଡି଼ ଛିଡି ନକୁଳଙ୍କ ସମେତ ୭ ଜଣ ଭକ୍ତ ଆହତ ହୋଇଥିଲେ। ବଳଗଣ୍ଡି ଛକ ନିକଟରେ ଦଉଡି଼ ଛିଡ଼ି ଥିଲା। ଭୋଇ ସେବକ ନକୁଳ ଏମ୍ସରେ ଚିକିତ୍ସିତ ହେଉଥିଲେ।






More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..