ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ବେଆଇନ ପାର୍କିଂ ଗାଡିକୁ ଉଠାଇ ନେବ ପୋଲିସ । ବିଏମସି ଅଧିକାରୀ ଏବଂ ପୋଲିସକୁ ନେଇ ଗଠନ ହୋଇଛି ଟିମ୍ । ବ୍ୟବସାୟୀ ଏବଂ ମଲ ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମସି କମିଶନର । ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବ୍ୟବସାୟୀଙ୍କ ପାଇଁ ରିହାତି ଦର ଲାଗୁହେଉଥିବା ବେଳେ ସହିଦନଗର ଏବଂ ରାଜମହଲ ଅଞ୍ଚଳରେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ । ପାର୍କିଂ ପାଇଁ ଚିହ୍ନଟ ହୋଇଛି ୩୦ରୁ ଅଧିକ ସ୍ଥାନ । ପ୍ଳାନରେ ପାର୍କିଂ ଥାଇ ବ୍ୟବସାୟ କରୁଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅଧିକାଂଶ ସ୍ଥାନରେ ନୋ ପାର୍କିଂ ବୋର୍ଡ ଲଗାଇଛି ବିଏମସି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..