Report Card Odisha

| Daily Odia News

ହେଲିକପ୍ଟର ନିଖୋଜ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୬ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ବିମାନ ନିଖୋଜ ହୋଇଯାଇଛି । ମୋଟ ୬ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ବିଦେଶୀ ନାଗରିକ ଥିଲେ ହେଲିକପ୍ଟରଟି କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ତାହା ରାଡାରରୁ ଅଦୃଶ୍ୟ ହୋଇଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ।

 

Breaking News