ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ଜାତୀୟ ରାଜପଥ-୧୬ରେ ବ୍ରିଜ୍ ଭୁଶୁଡି ପଡିଛି । ରସୁଲ୍ପୁର ବ୍ଲକ ନିକଟରେ ବ୍ରିଜ୍ ୧୦ ଫୁଟୁ ତଳକୁ ଭୁଶୁଡି ପଡିଥିବା ଜଣାପଡିଛି | ଯାହାଫଳରେ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।ରାସ୍ତାରେ ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ଅଟକି ରହିଥିବା ସୂଚନା ମିଳିଛି |
More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..