ଦେଶ ବିଦେଶ ବଡ଼ ଖବର ପୁଣି ଏକ ଟ୍ରେନ୍ ଲାଇନଚ୍ୟୁତ….. Report Card Bureau July 19, 2023 1 min read ରିପୋର୍ଟ କାର୍ଡ / ତିରୁପତିପୁଣି ଏକ ରେଳ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। କେରଳରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ସୂଚନା ମୁତାବକ, ତିରୁପତି-ତିରୁଅନନ୍ତପୁରମ୍ ଟ୍ରେନ୍ ଏହାର ଶେଷ ରହଣିସ୍ଥଳ ତିରୁପତି ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। Post navigationPrevious ମୁକୁଳା ଡ୍ରେନ ନେଲା ଜୀବନ…..Next ବିଧାନସଭାରୁ ନିଲମ୍ବିତ ୧୦ ବିଜେପି ବିଧାୟକ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ….. August 27, 2026 Report Card Bureau ଦେଶ ବିଦେଶ ନଦୀରେ ଓଲଟିଲା ଡଙ୍ଗା….. August 26, 2026 Report Card Bureau 1 min read ଦେଶ ବିଦେଶ ୧୫ ନବଜାତ ଜୀବନ୍ତ ଦଗ୍ଧ…… August 26, 2026 Report Card Bureau
More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……