ରିପୋର୍ଟ କାର୍ଡ / ଝାରସୁଗୁଡା
ରାସ୍ତା କଡ଼ ହୋଟେଲ ବାହାରେ ବୋର୍ଡ ମରାଯାଇଛି ଛତୁଆ ପ୍ରସ୍ତୁତି ୟୁନିଟ | କିନ୍ତୁ ଭିତରେ ଚାଲିଥିଲା ଦେହ ବେପାର। ଏଭଳି ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡା ଜିଲ୍ଲା ପଞ୍ଚପଡା ଅଞ୍ଚଳରେ | ଗତକାଲି ରାତିରେ ଏ ନେଇ ଖବର ପାଇ ପୋଲିସ ଏକ ହୋଟେଲରେ ଚଢ଼ାଉ କରି ୧୩ ଜଣ ଦେହଜୀବୀ ଓ ୧୪ ଜଣ ଗ୍ରାହକଙ୍କୁ ଅଟକ ରଖିଛି। ଚଢ଼ାଉ ବେଳେ ପୋଲିସ କୁ କେତେକ ଆପତ୍ତିଜନକ ସାମଗ୍ରୀ ମିଳିଥିବା ଜଣାପଡିଛି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….