ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାରାଷ୍ଟ୍ର ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏନସିପି ସୁପ୍ରିମୋ ଶରଦ ପାୱାର ଏକାଠି ନଜର ଆସିଛନ୍ତି | ଉଭୟ ନେତା ପରସ୍ପରକୁ ସ୍ୱାଗତ କରିଥିବାବେଳେ ବେଶ କିଛି ସମୟ ପାଇଁ ହାସ୍ୟରୋଳ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା | ଗୋଟିଏ ମଞ୍ଚରେ ନଜର ଆସିଥିବା ବେଳେ ଉଭୟ ହାତ ମିଳାଇଥିବା ଦେଖିବାକୁ ମିଳିଛି। ଆଜି ମହାରାଷ୍ଟ୍ରରେ ସମ୍ମାନଜନକ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମରେ NCP ମୁଖ୍ୟ ଶରଦ ପାୱାର ଉପସ୍ଥିତ ଥିଲେ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..