Report Card Odisha

| Daily Odia News

୬ ସପ୍ତାହ ମଧ୍ୟରେ ଏଏସଓ ଚୟନ କର:ହାଇକୋର୍ଟ …..

ରିପୋର୍ଟ କାର୍ଡ / କଟକ

ଏଏସଓ ଚୟନ ଅନିୟମିତତା ମାମଲାରେ ଆଜି ହାଇକୋର୍ଟ ରାୟ ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେ’୧୯ ରାୟକୁ ପାଳନ କରାଯାଇ ନଥିବାରୁ ଅବମାନନା ଏନେଇ ଏକ ଅବମାନନା ମାମଲା ଦାୟର ହୋଇଥିଲା। ସାନି ମେରିଟ୍‌‌ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ରାୟ ଶୁଣାଇଥିଲେ।

Breaking News