ଆମ ସହର ବଡ଼ ଖବର ରାଜ୍ୟ ଏଏସ୍ଓ ଚୟନ ପ୍ରକ୍ରିୟାରେ ରୋକ….. Report Card Bureau August 9, 2023 ରିପୋର୍ଟ କାର୍ଡ / କଟକଏଏସ୍ଓ ଚୟନ ପ୍ରକ୍ରିୟାରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଆଜି ଜଣିକିଆ ଖଣ୍ଡପୀଠ ରାୟ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍ସିକୁ ନୋଟିସ୍ ଦିଆଯାଇଛି। ସେପ୍ଟେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। Post navigationPrevious ଗୁଡ୍ଡୁ ମୁସଲିମ ପଳାତକ ଘୋଷିତ,ଘର ବାଜ୍ୟାପ୍ତି ହେବ……Next ‘ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼’କୁ ଆହ୍ବାନ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଅପରାଧ ଆମ ସହର ରାଜ୍ୟ ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !….. August 25, 2026 Report Card Bureau ଆମ ସହର ରାଜ୍ୟ ଟାଣି ନେଲା କୁମ୍ଭୀର….. August 25, 2026 Report Card Bureau 1 min read ରାଜ୍ୟ ବଢ଼ିଲା ସୌରିନ୍ ଭଟ୍ଟଙ୍କ ଅଡୁଆ….. August 25, 2026 Report Card Bureau
More Stories
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..
ଟାଣି ନେଲା କୁମ୍ଭୀର…..
ବଢ଼ିଲା ସୌରିନ୍ ଭଟ୍ଟଙ୍କ ଅଡୁଆ…..