ରିପୋର୍ଟ କାର୍ଡ / ଭେଡ଼େନ
ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି ଗ୍ରାମର ଯବାନ ନୀଳାଞ୍ଚଳ ପଟେଲ କର୍ତ୍ତବ୍ୟରତ ଥିବା ସମୟରେ ଦୁର୍ଘଟଣାରେ ସହିଦ ହୋଇଛନ୍ତି। ସେ ୪୮- ଆସାମ୍ ରାଇଫଲ୍ରେ ମଣିପୁରରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ। ଗାଡ଼ି ଦୁର୍ଘଟଣା ହେବା ଫଳରେ ତାଙ୍କ ବିୟୋଗ ଘଟିଥିବା ଜଣାପଡ଼ିଛି।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..