ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଉଥ୍ ଇଣ୍ଡଷ୍ଟ୍ରୀର ଫିଲ୍ମ ତଥା ଛୋଟ ପରଦାର ଅଭିନେତ୍ରୀ ଅପର୍ଣ୍ଣା ପି ନାଏର ଆଉ ନାହାନ୍ତି। ଖୁବ୍ କମ୍ ବୟସରେ ଅପର୍ଣ୍ଣାଙ୍କ ଏପରି ମୃତ୍ୟୁହୋଇଛି | ସୂଚନା ଅନୁସାରେ-ଗତକାଲି ଅପର୍ଣ୍ଣା ଥିରୁଅନନ୍ତପୁରମ୍ସ୍ଥିତ ନିଜ ଘରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ମୃତଦେହକୁ ବବ୍ୟଚ୍ଛେଦ ପାଇଁ ପଠାଇଛି । ଏଥିସହ ମୃତ୍ୟୁ ପଛର କାରଣ ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..