ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାଗା ମିଶନ ନେଇ ଆଜି ଏକ ବଡ ଘୋଷଣା ହୋଇଛି। ୬ ମାସରେ ୬ କିସ୍ତିରେ ଦେବାକୁ ପଡିବ ପ୍ରିମିୟମ। ଏନେଇ ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବିଏମସି କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଭିଡ ପରେ କମିଶନର ଏହି ସୂଚନା ଦେଇଛନ୍ତି। ଡିମାଣ୍ଡ ନୋଟିସର ୩ ଦିନ ମଧ୍ୟରେ ବିଏମସି ଅଫିସ ଆସିବେ। ‘୩୨୩ ବର୍ଗଫୁଟ ପାଇଁ ଦେୟ ପଡିବନି। ଅଧିକ ହେଲେ ପ୍ରିମିୟମ। କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ। ବିଏମସି ପକ୍ଷରୁ ସର୍ଭେ କରି ଅଭିଯୋଗର ତଦନ୍ତ କରାଯିବ ବୋଲି କମିଶନର କହିଛନ୍ତି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..