ରିପୋର୍ଟ କାର୍ଡ / ଭୁବନେଶ୍ବର
ନବରଙ୍ଗପୁର ରାଇଘର ତହସିଲଦାର ଚିନ୍ମୟ ସାଗର ନିଲମ୍ବିତ ହୋଇଛନ୍ତି। ତହସିଲଦାର ଚିନ୍ମୟ ସାଗରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଝରିଗାଁ ଅତିରିକ୍ତ ତହସିଲଦାର ଥିଲାବେଳେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯାଇଥିଲା। ସେହି ତଦନ୍ତ ରିପୋର୍ଟ ଆଧାରରେ ତହସିଲଦାର ଚିନ୍ମୟ ସାଗରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବା ସୂଚନା ମିଳିଛି |






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..