Report Card Odisha

| Daily Odia News

ଓଲଟି ପଡିଲା ମୋ ବସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କେନାଲ ଭିତରକୁ ଓଲଟି ପଡିଲା ମୋ ବସ | ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଯାତ୍ରୀ | ଆଜି ସୁଆଣ୍ଡରୁ ଭୁବନେଶ୍ୱର ଯାଉଥିବା ମୋ ବସ କେନାଲ ଭିତରକୁ ଓଲଟି ପଡିଥିଲା | ଏହି ଦୁର୍ଘଟଣାରେ କାହାର କ୍ଷତି ହୋଇନଥିବା ଜଣାପଡିଛି |

 

Breaking News