ରିପୋର୍ଟ କାର୍ଡ / କଟକ
ଗଣେଶ ମୂର୍ତ୍ତୀ କୁ ଟ୍ରାକ୍ଟରରେ ନେବା ବେଳେ ଅଘଟଣ ଘଟିଛି | ଛାତ୍ରଛାତ୍ରୀ ମୂର୍ତ୍ତିକୁ କଲେଜ ନେବା ବେଳେ ୧୧ କେଭି ତାରରେ ଲାଗିଯାଇଥିଲା | ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି କଟକ ନରାଜ ନିକଟର ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ । ଗଣେଶ ମୂର୍ତ୍ତୀ ନେବା ବେଳେ ତିନିଜଣ ଛାତ୍ର ବିଦ୍ୟୁତ୍ ତାର ସମ୍ପର୍କରେ ଆସିଥିଲେ । ଏଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..