ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୦୦ ଟଙ୍କିଆ ନୋଟ୍ ଥିଲେ ଆଗକୁ ବଦଳାଇ ପାରିବେ । ଆଜି ବଦଳ କରାଇବାର ଶେଷ ତାରିଖ ଥିଲା। କିନ୍ତୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅବଧିକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସୂଚନା ଅନୁସାରେ, ୨୦୦୦ ଟଙ୍କିଆ ନୋଟ୍ ଜମା ଏବଂ ବଦଳ ସମୟସୀମାକୁ ଅନ୍ୟୁନ ମାସେ ବୃଦ୍ଧି କରାଯିବାର ଥିଲା। କିନ୍ତୁ ଆରବିଆଇ ଆଉ ସପ୍ତାହେ ସମୟ ଦେଇଛନ୍ତି । ବିଦେଶରେ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..