ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀର ରାଜଧାନୀ ଆଙ୍କାରରେ ଆତ୍ମଘାତୀ ଆକ୍ରମଣର ପ୍ରତିଶୋଧ ନେଇଛି। ଇରାକରେ କୁର୍ଦ୍ଦ ବିଦ୍ରୋହୀଙ୍କ ଅନେକ ଶିବିର ଉପରେ ବୋମା ପକାଇଛି ତୁର୍କୀ ବାୟୁସେନା । ଏହି ବିସ୍ଫୋରଣରେ ବହୁ କୁର୍ଦ୍ଦ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଆଙ୍କାରରେ ଆତ୍ମଘାତୀ ଆକ୍ରମଣ ପାଇଁ କୁର୍ଦ୍ଦ ବିଦ୍ରୋହୀ ସଂଗଠନ ନିଜକୁ ଦାୟୀ କରିଛି। ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ବାୟୁସେନାର କାର୍ଯ୍ୟକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ସମସ୍ତ ବୀଦ୍ରୋହୀ ନିହତ ନ ହେବା ପର୍ଯ୍ୟନ୍ତ ଜାରିରହିବ ବୋଲି ଜଣାପଡିଛି |






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..