Report Card Odisha

| Daily Odia News

୪ଟା ଯାଏଁ ବିଧାନସଭା ମୁଲତବି…..

ରିପୋକାର୍ଡ/ ଭୁବନେଶ୍ୱର  

ଆଜି ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଯାଇଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସହ ଦୁଇଟି ଦାବି ନେଇ ଗୃହରେ ବିଜେପି ବିଧାୟକଙ୍କ ନାରାବାଜି କରିଥିଲେ। ଅପରାହ୍ଣ ୪ଟା ଯାଏଁ ବାଚସ୍ପପତି ପ୍ରମିଳା ମଲ୍ଲିକ ଗୃହକୁ ମୁଲତବି ଘୋଷଣା କରିଛନ୍ତି।

Breaking News