ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ୍ ପୁରସ୍କାର-୨୦୨୩ ଘୋଷଣା କରାଯାଇଛି। ତିନି ଜଣ ପଦାର୍ଥ ବିଜ୍ଞାନୀ ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିଅର ଙ୍କୁ ମିଳିବ ନୋବେଲ୍। ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ। ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନର ଏହି କ୍ଷେତ୍ରରେ ନୋବେଲ୍ ଜିତିଥିବା ପଞ୍ଚମ ମହିଳା।






More Stories
ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬:ରାଷ୍ଟ୍ରପତିଙ୍କ ସୁପାରିଶ…..
ପିୟୁସିସି ସାର୍ଟିଫିକେଟର ନିୟମ ସଂଶୋଧନ…..
ୟେମେନ ଉପରେ କ୍ଷେପଣାସ୍ତ୍ର ମାଡ଼; ୧୫ ମୃତ, ସାମରିକ ଘାଟି ଧ୍ୱଂସ….