ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର୍ ଛାଡ଼ିଯାଇ ବିସ୍ଫୋରଣ ଘଟିଛି । ଫଳରେ ବିସ୍ଫୋରଣ ଘଟି କାର୍ଟି ଛିନ୍ନଛତ୍ର ହୋଇ ଯାଇଛି | କାରଟିକୁ ଚଲାଉଥିବା ଡାକ୍ତରଙ୍କ ଅବସ୍ଥା ଗୁରୁତର ଅଛି। ଏପରି ଅଘଟଣ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନ ଅନ୍ତର୍ଗତ ଭରତପୁର ପଞ୍ଚାୟତ ଖଣ୍ଡିଆବନ୍ଧ ଗାଁରେ । ଗୁରୁତର ଆହତ ହୋଇଥିବା ଡାକ୍ତର ଜଣକ ହେଲେ ୨୮ ବର୍ଷୀୟ ସୁଜିତ ସାମଲ। ସୁଜିତ କିଛି ବର୍ଷ ହେବ କେନ୍ଦ୍ରାପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……