ରିପୋର୍ଟ କାର୍ଡ / କଟକ
ପୂଜା ମଣ୍ଡପରେ ମିଟର ଲାଗିବା ନେଇ ବଢୁଛି ଅସନ୍ତୋଷ । ୨୦୨୨ ମସିହାରେ ବିଦ୍ୟୁତ ବିଲ ଯେପରି ଦିଆଯାଉଥିଲା । ସେହି ଅନୁସାରେ ଦିଆଯିବା ନେଇ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦାବି କରି ଆସୁଛି କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟି । ତେବେ ଏହି ଦିଗରେ ପୂର୍ବରୁ ପ୍ରତ୍ୟକ ପୂଜା ମଣ୍ଡପରେ ମିଟର ଲାଗିବା ନେଇ ସ୍ପଷ୍ଟ କରିଛି TPCODL ।ହେଲେ ଏହି ନିସ୍ପତ୍ତିକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି କଟକର ଉଭୟ ଶାନ୍ତି କମିଟି ଓ ପୂଜା କମିଟି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..