ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସମନ୍ କରାଯାଇଛି | ଚଳିତ ମାସ ୩୧ ତାରିଖରେ ସାଲେପୁର ଏସଡିଜେଏମଙ୍କ ଅଦାଲତରେ ହାଜର ପାଇଁ ପ୍ରତାପ ଜେନାଙ୍କୁ ସ୍ପେଶାଲ୍ ମେସେଞ୍ଜର ଦ୍ୱାରା ସମନ୍ ଜାରି କରାଯାଇଥିବା ସୂଚନା ମିଳିଛି । ବିଧାୟକ ଙ୍କୁ ତାଙ୍କ ସରକାରୀ ବାସଭବନରେ ସମନ୍ ପ୍ରଦାନ କରାଯାଇଛି। ଆଇନଜୀବୀ ପ୍ରବୀନ କୁମାର କାନୁନଗୋ ଏହି ସୂଚନା ଦେଇଛନ୍ତି ।






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..