ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨୦ ରୁ ୨୨ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ନେଇ ସମ୍ଭାବନା ରହିଛି। ୩ ଦିନ ପାଗ ଶୁଖିଲା ରହିବା ନେଇ ବୁଧବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଓ କାଲି ପଶ୍ଚିମା ଝଡ ପ୍ରଭାବରେ ହାଲୁକା ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲାରେ ହାଲୁକା ବର୍ଷା ହୋଇପାରେ। ପଶ୍ଚିମା ଝଡ ପ୍ରଭାବରେ ୪ ଜିଲାରେ ହାଲୁକା ବର୍ଷା ହୋଇଛି। ସୁନ୍ଦରଗଡ, ଝାରସୁଗୁଡା, ଗଜପତି, ପୁରୀରେ ହାଲୁକା ବର୍ଷା ହୋଇଛି। ବାଲିଶଙ୍କରାରେ ୧୨.୨,ଟାଙ୍ଗରପଲ୍ଲୀରେ ୧୦.୪ ମିମି ବର୍ଷା ରେକର୍ଡ କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..