ରିପୋର୍ଟ କାର୍ଡ / କେନ୍ଦୁଝର
ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳି ଗଳାଇ ଲୁଟି ନେଲେ ୫ ଲକ୍ଷ ଟଙ୍କା। ଏଭଳି ଘଟଣା ଘଟିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ। ୫ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଦୁର୍ବୃତ୍ତ ୫ ଲକ୍ଷ ଲୁଟି ନେଇଛନ୍ତି। ଖବର ପାଇ ପୋଲିସ ଓ ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପେଟ୍ରୋଲ ପମ୍ପର ସିସିଟିଭ ଭାଙ୍ଗି ବନ୍ଧୁ ମୁନରେ ଦୁର୍ବୃତ୍ତ ମାନେ ଏହି ଲୁଟ୍ କରିଛନ୍ତି ତଦନ୍ତରୁ ଜଣାପଡିଛି।






More Stories
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……