ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଶୀତ ଅନୁଭୂତ ହେବା ସହ ଖସୁଛି ପାରଦ। ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। କୋରାପୁଟ ୧୧.୭, ସିମିଳିଗୁଡା ୧୨, ଦାରିଙ୍ଗବାଡି ୧୩.୫ ଡିଗ୍ରୀ, କିରେଇ ୧୪.୫, ଫୁଲବାଣୀ ୧୫, କଟକ ୨୦, ଭୁବନେଶ୍ୱର ୨୦.୨ ଡିଗ୍ରୀ ରେକର୍ଡ କରାଯାଇଛି।
More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……