ରିପୋର୍ଟ କାର୍ଡ / ଭୁବନେଶ୍ୱର
ନଭେମ୍ବର ୨୧ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ | ଆଜି ଏ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ସେହିଦିନ ସକାଳ ୯ଟା ୩୦ରେ ନିର୍ବାଚନ ହେବ। ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ନଭେମ୍ବର ୮ ତାରିଖରେ ଇସ୍ତଫା ଦେବା ପରେ ସେହି ପଦବୀ ଖାଲି ପଡିଛି। ସୂଚନା ଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ମଧ୍ୟ ଚଳିତ ମାସ ୨୧ରେ ଆରମ୍ଭ ହେବାକୁ ଯାଉଛି।






More Stories
ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ…..